Surprise Me!

ବାବା ଲିଙ୍ଗରାଜ ଏବଂ ମାତା ଗୌରୀଙ୍କ ବିବାହ ସଂପନ୍ନ, ଆଜି ରାତିରେ ଶୋଭାଯାତ୍ରାରେ ଫେରିବେ ମନ୍ଦିର

2026-06-19 3 Dailymotion

ଶୀତଳଷଷ୍ଠୀ ଯାତ୍ରାରେ ବାସୁଦେବଙ୍କୁ ସାକ୍ଷୀ ରଖି ମାତା ପାର୍ବତୀ ଏବଂ ବାବା ଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ସମ୍ପନ୍ନ ହୋଇଛି । ବିବାହ ପରେ ନବ ଦମ୍ପତିଙ୍କ ଦର୍ଶନ କରୁଛନ୍ତି ଭକ୍ତ ।ରିପୋର୍ଟ: ଦେବସ୍ମିତା ରାଉତ