1992 ମସିହାରେ ସେ ଗୋଟିଏ documentary ଦେଖିଲେ । ଏହି ଡକ୍ୟୁମେଣ୍ଟାରୀ ତାଙ୍କ ଲକ୍ଷ୍ୟ, ପରିଚୟ ସବୁକିଛି ବଦଳାଇ ଦେଲା । ସେ ଟୁରିଷ୍ଟ ଗାଇଡ଼ ପ୍ରଫେସନ ପ୍ରତି ଆଗ୍ରହୀ ହେଲେ।