Surprise Me!

ଦିନେ ରୋଜଗାର ଥିଲା ୧୦ ଟଙ୍କା, ଆଜି ମାସକୁ ଦଶ ହଜାର..ସଶକ୍ତୀକରଣର ବାର୍ତ୍ତା ବାଣ୍ଟିଲେ ଆଦିବାସୀ ମହିଳା

2026-06-11 69 Dailymotion

ରୋଜଗାର ଯେ ଆତ୍ମସମ୍ମାନ ବଢାଇ ଦିଏ, ମନରେ ଏମିତି ଆତ୍ମବିଶ୍ୱାସ ଭରିଦିଏ..ନୀଳଗିରି ଅଞ୍ଚଳର ଏହି ଆଦିବାସୀ ମହିଳାମାନେ ଆଜି ଅନୁଭବ କରୁଛନ୍ତି ।
ରିପୋର୍ଟ-ଜୀବନ ଜ୍ୟୋତି ନାୟକ