ରଥଯାତ୍ରା ପାଈଁ ପୁରୀରେ ହୋଟେଲ ଗୁଡିକରେ ୯୫ ପ୍ରତିଶତ ବୁକିଂ ଶେଷ । ବଡଦାଣ୍ଡରେ ଥିବା ହୋଟେଲ ଓ ଲଜ ରୁମ୍ ଦର୍ ଆକାଶଛୁଆଁ ହୋଇଛି । ରିପୋର୍ଟ ଶକ୍ତି ପ୍ରସାଦ ମିଶ୍ର