ଏଥର ରଥଯାତ୍ରାର ଟିକିନିଖି ତଥ୍ୟ ଲୋକଙ୍କୁ ପ୍ରତି ମିନିଟରେ ସୂଚନା ପ୍ରଦାନ ପାଇଁ ପୁରୀ ସହର ସାରା ୬୫ ଟି ଏଲଇଡି ସ୍କ୍ରିନ ଲାଗିବ । ରିପୋର୍ଟ ଶକ୍ତି ପ୍ରସାଦ ମିଶ୍ର