ରଥଯାତ୍ରା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ । ପୁରୀ ଜିଲ୍ଲାପାଳଙ୍କ ସହ ଅଗ୍ନିଶମ ବାହିନୀ ଡିଜିଙ୍କ ବୈଠକ ଅନୁଷ୍ଠିତ । ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର