ପୁରୀର ୧୨ ଶହ ହୋଟେଲ ଉପରେ ପୁରୀ ସାଇବର୍ ପୋଲିସର ୨୪ ଘଣ୍ଟିଆ ନଜର, ଠକେଇର ଶିକାର ହେଲେ ସାଇବର ହେଲ୍ପଲାଇନ୍ 1930ରେ ତୁରନ୍ତ ଅଭିଯୋଗ କରିବାକୁ ଅନୁରୋଧ। ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର