ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷରେ ରାଷ୍ଟ୍ରପତି ଅବତରଣ କରିଛନ୍ତି । ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉଦ୍ଘାଟନ କରିଛନ୍ତି । ବିଦ୍ୟାଳୟରେ ଛାତ୍ରୀ ଓ ଶିକ୍ଷକଙ୍କ ସହିତ ଆଲୋଚନା କରିଥିଲେ ।