ଶ୍ରମ, ଖର୍ଚ୍ଚ ତୁଳନାରେ ଲାଭ ମିଳୁନି । ଦିନକୁଦିନ ବିଗୁଡୁଛି ବୁଣାକାରଙ୍କ ଆର୍ଥିକ ସ୍ଥିତି । ସ୍ଥିତି ଏମିତି ହୋଇଛି ଯେ ଯୁବ ବୁଣାକାରଙ୍କୁ ବିବାହ ପାଇଁ ଝିଅ ଦେବାକୁ ରାଜି ହେଉନାହାଁନ୍ତି ।