ଚଳିତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଲିଭ ରିଡଲେ କଇଁଛଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ବୋଲି ପରିବେଶବିତ୍ କହିଛନ୍ତି । ପ୍ରତିବର୍ଷ ଫେବ୍ରୁଆରି ମାସରେ ସାମୁହିକ ଅଣ୍ଡାଦାନ ଆରମ୍ଭ ହୋଇଥାଏ ।