ମମତା ପୋଡିଆମୀ ଆନୁଷ୍ଠାନିକ ଭାବରେ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଗୁଳିଗୋଳା ସହିତ ଗୋଟିଏ 7.62 ଏମଏମ ଏସଏଲଆର ରାଇଫଲ୍ ପୋଲିସକୁ ହସ୍ତାନ୍ତର କରିଛନ୍ତି ।