ଭୁବନେଶ୍ବରରେ ଆୟୋଜିତ ହେଉଛି ବ୍ଲାକ୍ ସ୍କାନ୍ ସମିଟ୍ ଇଣ୍ଡିଆ ୨୦୨୬ । GFTNର ଗ୍ଲୋବାଲ ସିଇଓ ତଥା ଓଡିଆ ପୁଅ ସ୍ବପ୍ନେନ୍ଦୁ ମହାନ୍ତିଙ୍କ ସହ ETV Bharatର ସ୍ବତନ୍ତ୍ର ସାକ୍ଷାତକାର ।