Surprise Me!

MKCGରେ ଦୁର୍ଘଟଣା ଗୁରୁତରଙ୍କ ସ୍ୱାସ୍ଥବସ୍ଥା ବୁଝିଲେ ଦୁଇ ମନ୍ତ୍ରୀ, ଚାରି ଲକ୍ଷ ଲେଖାଏଁ ସହାୟତା ଘୋଷଣା

2026-05-22 30 Dailymotion

ଦୁର୍ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କଲେ ଆରଟିଓ । ମୃତକଙ୍କ ପରିବାରକୁ ଚାରି ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ପରିବହନ ମନ୍ତ୍ରୀ । ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ