ସ୍ବତନ୍ତ୍ର ଟିମ ଚେନ୍ନାଇରେ ପହଞ୍ଚିବା ପରେ ସିଧାସଳଖ ତିରୁଭାଲ୍ଲୁର ଅଭିମୁଖେ ଯିବେ। ମୃତ 7 ଜଣଙ୍କ ମଧ୍ୟରେ ଓଡିଶାର 5 ଜଣ ରହିଛନ୍ତି । ରିପୋର୍ଟ ସଞ୍ଜୀବ ରାୟ