Surprise Me!

ଓଡ଼ିଶାର 4 କୋର୍ଟକୁ ବୋମା ଧମକ, ବିଦେଶରୁ ଆସିଛି ଧମକପୂର୍ଣ୍ଣ ଇମେଲ୍

2026-02-06 3 Dailymotion

ଓଡ଼ିଶାରେ ପୁଣି କୋର୍ଟକୁ ବୋମା ଧମକ । 4 କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇମେଲ୍‌ ଧମକ ପରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ସହ ବମ୍ ସ୍କ୍ବାଡ ଟିମର ଯାଞ୍ଚ ।