ପଲି ହାଉସରେ ହାଇଡ୍ରୋପୋନିକ ଅଟୋମେସନ ମାଧ୍ୟମରେ ଖୋର୍ଦ୍ଧା ଜିଲ୍ଲା ରାଉତପଡା ପଞ୍ଚାୟତରେ ଏକ ଏକର ଜାଗାରେ ଚାଷ କରିଛନ୍ତି ଅଭିଜିତ୍ କର । ରୋଜଗାର କରିଛନ୍ତି ଲକ୍ଷାଧିକ ଟଙ୍କା ।