ଉଭୟ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ବେଶ ରହିଛି ତାଙ୍କ ଫୁଲର ଚାହିଦା। ଉଚ୍ଚ ଶିକ୍ଷିତ ହୋଇ ଚାକିରୀ ପଛରେ ନଧାଇଁ ଭଳିକିଭଳି ଗେଣ୍ଡୁଫୁଲ ଚାଷ କରି ବେଶ ରୋଜଗାର କରୁଛନ୍ତି ସେ।