କଟକରେ ରାଜ୍ୟ ପୋଲିସ ଆଥଲେଟିକ ଚମ୍ପିଆନସିପ ଶୁଭାରମ୍ଭ । କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଶୃଙ୍ଖଳା, ସଂଯମତା ଓ ସହନଶୀଳତାର ପ୍ରତୀକ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।