Surprise Me!

୭୯ତମ ରାଜ୍ୟ ପୋଲିସ କବାଡ଼ି ଓ ହ୍ୟାଣ୍ଡବଲ୍‌ ଚାମ୍ପିଅନସିପ୍‌, ବାଜିମାତ୍‌ କଲା ଷଷ୍ଠ ବାଟାଲିୟନ୍ କଟକ

2026-05-23 1 Dailymotion

୭୯ତମ ରାଜ୍ୟ ପୋଲିସ୍ କବାଡ଼ି ଓ ହ୍ୟାଣ୍ଡବଲ୍‌ ଚାମ୍ପିଅନ୍‌ ସିପ୍‌ରେ ଷଷ୍ଠ ବାଟାଲିୟନ୍ କଟକ ବାଜିମାତ୍ କରିଛି । ଉଭୟ କବାଡ଼ି ଓ ହ୍ୟାଣ୍ଡବଲ୍‌ରେ କଟକ ହାତେଇଛି ଡବଲ୍ ଟାଇଟଲ୍‌।ରିପୋର୍ଟ: ସଂଗ୍ରାମ ରଞ୍ଜନ ନାଥ