Surprise Me!

ସୁପାରୀ ଥିଲା ଜଣଙ୍କୁ, ମରଣାନ୍ତକ ଆକ୍ରମଣ କରିଥିଲେ ଅନ୍ୟ ଜଣଙ୍କୁ: କଟକ ସିଡିଏ ଆକ୍ରରମଣର ଗୁମର ଖୋଲିଲା ପୋଲିସ, 4 ଗିରଫ୍

2026-04-15 3 Dailymotion

କଟକ ସିଡିଏ ସେକ୍ଟର-୬ ଅଞ୍ଚଳରେ ଗତ ଏପ୍ରିଲ ୫ ତାରିଖରେ ଭୁଲ ପରିଚୟ ପାଇଁ ବୃଦ୍ଧ ରକ୍ତାକ୍ତ ଆକ୍ରମଣର ଶିକାର ହେଲେ ବୋଲି ତଥ୍ୟ ରଖିଛି ପୋଲିସ । ରିପୋର୍ଟ- ନାରାୟଣ ସାହୁ