ଉଚ୍ଛେଦ ପ୍ରକ୍ରିୟା ଚାଲିଥିବା ସମୟରେ ବେଆଇନ ଚିଙ୍ଗୁଡି ଘେରି ମାଲିକ, ଫାଇନାନ୍ସର ବନବିଭାଗ ଟିମକୁ ଆକ୍ରମଣ କରିଥିଲେ । ପଢନ୍ତୁ, ରାଧାକାନ୍ତ ମହାନ୍ତିଙ୍କ ରିପୋର୍ଟ ।