ଅନଲାଇନ ଗେମ୍କୁ ନେଇ ଗାଜିଆବାଦରେ ତିନି ଭଭଣୀ ଜୀବନ ହାରିବା ପରେ ଚିନ୍ତାରେ ଅଭିଭାବକ । କିପରି ନିଜ ପିଲାଙ୍କୁ ଅନଲାଇନ ଗେମ ଠାରୁ ଦୂରେଇ ରଖିବେ ସେନେଇ ସଚେତନ କରାଇଛନ୍ତି ସାଇବରଏକ୍ସପୋର୍ଟ ।