ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ନବୀନ । ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ କରୁନଥିବା ଆଣିଲେ ଅଭିଯୋଗ । ସେପଟେ କଡ଼ା ଜବାବ ରଖିଲେ ମନମୋହନ ।