ଓଡ଼ିଶା ସରକାରଙ୍କ ହସ୍ତତନ୍ତ୍ର, ବୟନ ଓ ହସ୍ତଶିଳ୍ପ ବିଭାଗ ଚାନ୍ଦୁଆ ଶିଳ୍ପକୁ ନେଇ ପିପିଲି ଠାରେ ଏକ ଇନୋଭେସନ୍ ହବ୍ ନିର୍ମାଣ କରିବ । ଦର୍ଜି ସାହିକୁ ଚାନ୍ଦୁଆ ଗ୍ରାମ ମାନ୍ୟତା ଦାବି ।