ପତ୍ନୀ ସୁନୀତା ଆହୁଜାଙ୍କ ପରକ୍ରିୟା ପ୍ରୀତି ଅଭିଯୋଗ ପରେ ଅଭିନେତା ଗୋବିନ୍ଦା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ପରିବାର ପାଇଁ ଛାଡିଛି ରାଜନୀତି । ତାଙ୍କ ପୁଅର ଡେବ୍ୟୁ ନେଇ ଆଲୋଚନା କରୁଛି।