କେନ୍ଦ୍ରାପଡା ଜିଲ୍ଲା ଘଡିଆମାଳ ପଞ୍ଚାୟତ ନୂଆଗାଁରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ରକୁ 82 ଦିନ ହେଲା ପଢିବାକୁ ପିଲା ଆସୁନାହାନ୍ତି । ସହାୟିକା ନିଯୁକ୍ତି ନେଇ ଅସନ୍ତୋଷ ଗ୍ରାମବାସୀ ।