ଶ୍ରୀମନ୍ଦିର କାର୍ଯ୍ୟାଳୟରେ ୨୦୨୬-୨୭ ବର୍ଷର ଚୂଡାନ୍ତ ପାଞ୍ଜି ସମୀକ୍ଷା ବୈଠକ ଅନୁଷ୍ଠିତ । ପାଞ୍ଜିରେ ଶ୍ରୀମନ୍ଦିର ସମ୍ପର୍କିତ କୌଣସି ପର୍ବପର୍ବାଣି ତ୍ରୁଟିପୂର୍ଣ୍ଣ ଭାବେ ପ୍ରକାଶନ କଲେ ଆକ୍ସନ ।