ଦୀର୍ଘ ବର୍ଷର ଦାବି ପରେ ଗଜପତି ଜିଲ୍ଲା ସୀମାନ୍ତ ଗଙ୍ଗାବାଡରେ ସ୍ବାସ୍ଥ୍ୟ ସେବା ପହଞ୍ଚିଛି । ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଉଦଘାଟନ କଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗାଁରେ ଖୁସିର ଲହରୀ