ପରକୀୟା ପ୍ରୀତିରେ ପଡି 8 ମାସର ପତ୍ନୀକୁ ହତ୍ୟା କରିଥିଲା ସ୍ବାମୀ । ଜାନୁଆରୀ 26ରେ ହତ୍ୟା, ଫେବୃଆରୀ 9ରେ ମିଳିଲା ମୃତଦେହ । ଗିରଫ ପରେ କ୍ରାଇମ ରିକ୍ରିଏସନ କଲା ପୋଲିସ ।