ନବୀନ ଚାହିଁଲେ ବିଜେଡିର ସହାୟତାରେ କଂଗ୍ରେସ କୌଣସି ଜଣେ ସଦସ୍ୟଙ୍କୁ ରାଜ୍ୟସଭାକୁ ପଠାଇପାରେ । କଂଗ୍ରେସର ଏଭଳି ପ୍ରସ୍ତାବ କେତେଦୂର ସଫଳ ହେବ ? ବିଜେଡି ଏପରି ପ୍ରସ୍ତାବକୁ କେମିତି ଗ୍ରହଣ କରିବ ?