Surprise Me!

ରୋଡ଼ସିଙ୍ଗାରୁ ଜରପଡାକୁ ଯୋଡ଼ିବ ପକ୍କା ରାସ୍ତା, 3ଟି ପଞ୍ଚାୟତବାସୀଙ୍କ ସ୍ବପ୍ନ ହେବ ପୂରଣ

2026-03-30 3 Dailymotion

ଅନୁଗୋଳ ଜିଲ୍ଲାର ରୋଡ଼ସିଙ୍ଗାଠାରୁ ଜରପଡାକୁ ନିର୍ମାଣ ହେବ ପକ୍କା ରାସ୍ତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ବଳରେ ମଞ୍ଜୁର ହୋଇଛି ୧୧ କୋଟି ଟଙ୍କା । ରିପୋର୍ଟ- ସଂଗ୍ରାମ ରଞ୍ଜନ ନାଥ