NHAI ରିଂ କ୍ୟାପିଟାଲ ରିଜିଅନ୍ ରୋଡ୍ ପ୍ରକଳ୍ପ ପାଇଁ ଟେଣ୍ଡର ଚୂଡ଼ାନ୍ତ କରିଛି । 111 କିଲୋମିଟର ଲମ୍ବ ଏହି ରୋଡ୍ ଖୋର୍ଦ୍ଧା ରାମେଶ୍ୱର-ବିଲିପଡ଼ା ଓ ଗୋବିନ୍ଦପୁର-କଟକ ଟାଙ୍ଗୀକୁ ସଂଯୋଗ କରିବ ।