ଦୃଷ୍ଟିବାଧିତ ହେଲେ ବି ପରୀକ୍ଷା ପାଇଁ ଦିନରାତି ଉଦ୍ୟମ ଜାରି ରଖିଛନ୍ତି । ସାମୁହିକ ଭାବରେ ଗୋଟିଏ ସ୍ଥାନରେ ଅଭ୍ୟାସ ଜାରି ରଖିଛନ୍ତି । ପରୀକ୍ଷାପାଇଁ ଦୈନିକ ୧୦-୧୨ ଘଣ୍ଟା ପରିଶ୍ରମ କରୁଛନ୍ତି ।