ଅନାସ୍ଥା ପ୍ରସ୍ତାବରେ 24ଜଣଙ୍କ ମଧ୍ଯରୁ 21 ଜଣ କାଉନସିଲର ମତ ଦେଇଥିଲେ । ସେଥି ମଧ୍ୟରୁ 19 ଜଣ କାଉନସିଲର ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଭୋଟ ଦେଇଥିଲେ ।