ମହିଳାଙ୍କ ବିକାଶ, ସୁରକ୍ଷା ଓ ମର୍ଯ୍ୟାଦା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଅନ୍ତର୍ଜାତୀୟ ମହିଳା ପର୍ବତାରୋହୀ ସମୀରା ଖାନ ଭାରତ ଭ୍ରମଣ କରୁଛନ୍ତି । ଏବେ ସେ ଓଡ଼ିଶାରେ ପହଞ୍ଚିଛନ୍ତି ।