ବାଲେଶ୍ୱର ଜିଲ୍ଲାର ସୋରୋ ପୋଲିସ ସୀମା ଅନ୍ତର୍ଗତ ତାଳନଗର ସେତୁ ନିକଟରେ ଜାତୀୟ ରାଜପଥ ୧୬ରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।