Surprise Me!

ଶୋଇଥିବା ବେଳେ ମାଡ଼ିଆସିଲା ମୃତ୍ୟୁ ! ରଣା ସାପ କାମୁଡ଼ାରେ ମାଆ ଓ ୭ ବର୍ଷର ପୁଅ ମୃତ

2026-08-07 7 Dailymotion

ମୃତକ ହେଲେ କଡମ୍ବାତାଳ ଗ୍ରାମର ଅଜୟ କୁମାର ବଡ଼ରଇତ ତାଙ୍କ ପତ୍ନୀ ଲଳିତା ରଇତ ଓ ୭ ବର୍ଷର ପୁଅ ଅମିତ । ଅଳ୍ପକେ ବର୍ତ୍ତିଗଲେ ବାପା ଓ ଝିଅ ।