Surprise Me!

ହଜି ଯାଉଛି କୁନି ଚଢେଇ ଘରଚଟିଆ: ସୁରକ୍ଷା ଓ ବଂଶବୃଦ୍ଧି ପାଇଁ ଗଞ୍ଜାମରେ ୩୬ ସ୍ଥାନରେ ଚାଲିଛି କାର୍ଯ୍ୟକ୍ରମ

2026-03-20 61 Dailymotion

ଛୋଟିଆ ପକ୍ଷୀଟିଏ ଘରଚଟିଆ । ହେଲେ ଆଜିକାଲି ସେମାନଙ୍କର କିଚିରିମିଚିରି କଳରବ ଆଉ ଶୁଣିବାକୁ ମିଳୁନାହିଁ । ଏହା ଉପରେ ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟଙ୍କ ରିପୋର୍ଟ ।