Surprise Me!

ମାଟ୍ରିକ ପରୀକ୍ଷା 2026: ଏପ୍ରିଲ 2 ସୁଦ୍ଧା ଖାତା ଦେଖା ପ୍ରକ୍ରିୟା ଶେଷ ସମ୍ଭାବନା, ମେ' ଦ୍ୱିତୀୟ ସପ୍ତାହ ସୁଦ୍ଧା ରେଜଲ୍ଟ

2026-03-24 4 Dailymotion

ଚଳିତବର୍ଷ 51ଟି କେନ୍ଦ୍ରରେ ମାଟ୍ରିକ 2026 ପରୀକ୍ଷା ଖାତାଦେଖା ପ୍ରକ୍ରିୟା ଜାରି ରହିଛି । 12 ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ନିୟୋଜିତ ଅଛନ୍ତି । ନାରାୟଣ ସାହୁଙ୍କ ରିପୋର୍ଟ ।