କେନ୍ଦ୍ରାପଡ଼ାର ସମାଜସେବୀ ଓମ ପ୍ରକାଶ ରଥଙ୍କୁ ପିଏମ ମୋଦିଙ୍କ ପ୍ରଶଂସା । ଜିଲ୍ଲାର ତୃତୀୟ ବ୍ୟକ୍ତି ଭାବେ ମନ କି ବାତ କାର୍ଯ୍ୟକ୍ରମରେ ସ୍ଥାନ ପାଇଲେ ଓମ୍ । ସ୍ୱତନ୍ତ୍ର ରିପୋର୍ଟ- ରାଧାକାନ୍ତ ମହାନ୍ତି