Surprise Me!

10 ବିରୋଧୀ ଦଳଙ୍କ ମିଳିତ ଗଣଧାରଣା; ଏସସିବି ଅଗ୍ନିକାଣ୍ଡ ମୃତକଙ୍କୁ ନ୍ୟାୟ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

2026-03-30 2 Dailymotion

ବିଧାନସଭା ବାହାରେ ବି ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ତାତି । ଲୋୟର ପିଏମଜିରେ ବିରୋଧୀଙ୍କ ମିଳିତ ସମାବେଶରେ ସାମିଲ ହେଲେ 10ଟି ରାଜନୈତିକ ଦଳ । ରିପୋର୍ଟ- ସଞ୍ଜୀବ କୁମାର ରାୟ