Surprise Me!

ବର୍ଣ୍ଣବୋଧ ବହି ଏବଂ ପ୍ଲାକାର୍ଡ଼ ଧରି ରାସ୍ତାକୁ ଓହ୍ଲାଇଲା ଛାତ୍ର କଂଗ୍ରେସ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା

2026-06-18 1 Dailymotion

ମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେବାବେଳେ ପୋଲିସ ବ୍ୟାରିକେଡ୍ ଲଗାଇ ସେମାନଙ୍କୁ ଅଟକାଇଥିଲା। ପରେ ଧସ୍ତାଧସ୍ତି ମଧ୍ୟରେ ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିଲା।
ରିପୋର୍ଟ- ସଞ୍ଜୀବ କୁମାର ରାୟ