Surprise Me!

ଟଙ୍କା ପାଇଁ ଭଉଣୀ କଙ୍କାଳ ଧରି ବ୍ୟାଙ୍କ ଯିବା ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା କଂଗ୍ରେସ

2026-04-29 0 Dailymotion

ଜନଜାତି ସମୁଦାୟଙ୍କ ସହ ଏପରି ଅମାନବିକ ପରିସ୍ଥିତି ପାଇଁ ଓଡ଼ିଶା ବିଶ୍ବବ୍ୟାପୀ ନିନ୍ଦାର ପାତ୍ର ହୋଇଛି । ଦାନ ମାଝିଙ୍କ ଘଟଣା ପରେ ୨୦୨୬ର ଏହା ଲଜ୍ଜାଜନକ ବିଷୟ । ରିପୋର୍ଟ-ସଞ୍ଜୀବ କୁମାର ରାୟ