ମାନେଶ୍ଵର ବ୍ଲକର ତବଲା ଧାନ ମଣ୍ଡିରେ ପ୍ରାୟ 4000 ପ୍ୟାକେଟ ଧାନ ବସ୍ତା ପଡି ରହିଥିବା ଦେଖିବାକୁ ମିଳିଛି l ଫଳରେ ଚାଷୀ ଅସନ୍ତୋଷ ଦେଖା ଦେଇଛି ।ରିପୋର୍ଟ-ବାଦଶାହ ଜୁସ୍ମନ କୁମାର ରଣା