ବିଜେଡି ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ଫାକ୍ଟ ଫାଇଣ୍ଡିଂ ଟିମ୍ ନୂଆପଡ଼ା ଗସ୍ତ କରି ମୃତ ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବେ। ରିପୋର୍ଟ: ମୋତିଲାଲ ବାଗ୍ ଓ ଭବାନୀ ଶଙ୍କର ଦାସ