୩୩ ପୂରି ୩୪ ଚାଲିଲା । ପ୍ରାପ୍ତ ବୟସ୍କ ହେବା ବଦଳରେ ଏବେ ବି ବିକାଶର ବାଟ ଚାହିଁ ବସିଛି କେନ୍ଦ୍ରାପଡା ଜିଲ୍ଲା। ରିପୋର୍ଟ- ରାଧାକାନ୍ତ ମହାନ୍ତି