ଏପ୍ରିଲ ପହିଲା ଯାଏ କୋହଳ ହୋଇଥିଲା କଟକଣା । ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଗାଡି ଚାଳକମାନେ PUCC କରିବାକୁ ଭିଡ ଜମାଉଛନ୍ତି । ରିପୋର୍ଟ: ସତ୍ୟଜିତ ରାଉତ