ରାଜ୍ୟରେ ଯେତେ ଧାନ ରହିଛି, ସରକାର ସମସ୍ତ ଧାନ କ୍ରୟ କରିବେ । କୌଣସି ଚାଷୀଙ୍କ ଧାନ ଏଥିରୁ ବଞ୍ଚିତ ହେବ ନାହିଁ କହିଛନ୍ତି ମନ୍ତ୍ରୀ । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ