Surprise Me!

ଇଟିଭି ଭାରତ ପ୍ରଭାବ; ଏଲପିଜି ସଙ୍କଟ ଖବର ଉପରେ IOCLର ପ୍ରତିକ୍ରିୟା, କହିଲା, 'ଏଲପିଜି ଯୋଗଣ ସୁଚାରୁ ଭାବେ ଚାଲିଛି'

2026-04-04 13 Dailymotion

IOCL ସୋସିଆଲ ମିଡିଆ ହ୍ୟାଣ୍ତେଲ ଏକ୍ସରେ ଏପରି ଅଭିଯୋଗକୁ ଖଣ୍ଡନ କରି କହିଛି, ‘ସମଗ୍ର ଦେଶରେ ଇଣ୍ଡେନ ଗ୍ୟାସ ସୁଚାରୁ ଭାବେ କାର୍ଯ୍ୟରତ । ଇଣ୍ଡିଆନ ଅଏଲ ନିରବଚ୍ଛିନ୍ନ ସେବା ପ୍ରତି ପ୍ରତିବଦ୍ଧ ।’