ବିଦ୍ୟାଳୟମାନଙ୍କରେ ନୂତନ ଶିକ୍ଷାବର୍ଷ ପାଇଁ ପାଠପଢା ଆରମ୍ଭ ହୋଇଛି । ହେଲେ ଛାତ୍ରଛାତ୍ରୀଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚି ନାହିଁ । ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ । ରିପୋର୍ଟ: ବିକାଶ କୁମାର ଦାସ